ଲଅ ପ୍ରୋଫେସର୍ La-a prophesar

  • ବୈଦେ. ବି. (ଇଂ. ଲ ପ୍ରୋଫେସର୍) — ଲଅ କଲେଜ୍ରେ ବିଦ୍ୟାର୍ଥୀମାନଙ୍କୁ ବକ୍ତୃତା ଦେବା ଦ୍ୱାରା ଯେଉଁ ଶିକ୍ଷକ ଶିକ୍ଷା ଦିଅନ୍ତି — Law professor