ର Ra

  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ଅଗ୍ନି; ନିଆଁ — Fire
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ଉତ୍ତାପ; ତାପ — Heat; warmth
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ଦାହନ; ତାପ — Scorching; burning
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — କାମାନଳ, ଇନ୍ଦିୟବୃତ୍ତି ଚରିତାର୍ଥ କରିବାର ବଳବତୀ ବାସନା — Burning sensation or lust
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ପ୍ରେମ; ପ୍ରଣୟ — Love
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ବେଗ — Speed
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ସ୍ୱର୍ଣ୍ଣ — Gold
  • ସଂ. ବି (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ବା ରମ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) — ରଙ୍ଗ; ବର୍ଣ୍ଣ — Hue; colour
  • ସଂ. ବିଣ. ତୀକ୍ଷ୍ଣ; ପ୍ରଖର (ହି. ଶ) — Sharp; keen
  • ଦେ. ପ୍ରତ୍ୟୟ (ସଂ. ଙସ) — 6 ଷ୍ଠୀ ବିଭକ୍ତିରେ ବିଶେଷ୍ୟ ପଦର ଶେଷରେ ଲାଗିବା ପ୍ରତ୍ୟୟ — 6ଷ୍ଠୀ ବିଭକ୍ତିରେ ବିଶେଷ୍ୟ ପଦର ଶେଷରେ ଲାଗିବା ପ୍ରତ୍ୟୟ—. An inflection corresponding to the English (apostrophe 's) To denote 6th or genitive case-ending
  • ଦେ. ପ୍ରତ୍ୟୟ (ସଂ. ଙସ) — (ଯଥା—ରାମର ପିତା ଆଜି କଲିକତା ଗଲେ।)
  • ଦେ. ପ୍ରତ୍ୟୟ (ସଂ. ଙସ) — 1 ମା ବିଭକ୍ତିରେ କର୍ତ୍ତୃପଦ ସଙ୍ଗେ ସ୍ୱାର୍ଥରେ ଯୁକ୍ତ ବିଭକ୍ତି ଆକୃତି — 1ମା ବିଭକ୍ତିରେ କର୍ତ୍ତୃପଦ ସଙ୍ଗେ ସ୍ୱାର୍ଥରେ ଯୁକ୍ତ ବିଭକ୍ତି ଆକୃତି—. The first case-ending; a suffix to denote the nominative case