ରଡ଼ି ପାରିବା Raṟḍ̠i pāribā

  • ଦେ. କ୍ରି — ଚିତ୍କାର କରି କାନ୍ଦିବା; ବଡ଼ ପାଟି କରି କାନ୍ଦିବା — To cry aloud
  • ଦେ. କ୍ରି — ବହୁ— କାଳ ଯାଏ ଚିତ୍କାର କରିବା — To scream for a long time
  • ଦେ. କ୍ରି — (ଉ—ବଳିଆର କପି ଗୋଟାଏ ଧ୍ୱଜ ହୋଇ। ରଡ଼ି ପାଡ଼ୁ ଥାଏ ଯେ ଯୁଦ୍ଧ କାଳ ଚାହିଁ। କୃଷ୍ଣସିଂହ. ମହାଭରତ. କର୍ଣ୍ଣ।)