ରଡ଼ ସାଧିବା Raṟḍ̠a sādhibā

  • ଦେ. କ୍ରି — ଅହନ୍ତା ସାଧିବା; ପୂର୍ବକୃତ ଅପରାଧ ପାଇଁ ଦାଉ ସାଧିବା ବା ପ୍ରତିହିଂସା ନେବା — To feed fat a grudge; to take revenge; to be avenged (upon a person)