ରୌଦ୍ରୀ ଭୂତ Ra̲u̲drī bhūta

  • ସଂ. ବିଣ. (ରୌଦ୍ର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ଯାହା ପ୍ରଚଣ୍ଡ ନ ଥିଲା, ବର୍ତ୍ତମାନ ପ୍ରଚଣ୍ଡ ହୋଇଅଛି — Become fierce