ରୌଦ୍ର ରସ Ra̲u̲dra rasa

  • ସଂ. ବି — କାବ୍ୟର ରସ ବିଶେଷ; କ୍ରୋଧୋତ୍ପାଦକ ରସ; ଯେଉଁ ରସ ପାଠ କଲେ ବା ଶୁଣିଲେ ମନରେ କ୍ରୋଧର ଉଦ୍ରେକ ହୁଏ ('ରସ' ଦେଖ) — The sentiment of wrath in literature