ରୌଦ୍ର ନେତ୍ର Ra̲u̲dra netra

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଭୟଙ୍କର ଚକ୍ଷୁର୍ଯୁକ୍ତ — Having terrible eyes
  • ସଂ. ବିଣ. ପୁଂ. (ବହୁବ୍ରୀହି) — କ୍ରୋଧାରକ୍ତ ନୟନ— ଯୁକ୍ତ — Having the eyes reddened with wrath