ରୌକ୍ଷ୍ୟ Ra̲u̲kshya

  • ସଂ. ବି. (ରୁକ୍ଷ+ ଭାବ. ଯ) — ରୁକ୍ଷତା; କାଠିନ୍ୟ; କାର୍କଶ୍ୟ — Hardness; roughness
  • ସଂ. ବି. (ରୁକ୍ଷ+ ଭାବ. ଯ) — ଶୁଷ୍କତା; ନିର୍ଜଳତା — Dryness; ardity (Apte)
  • ସଂ. ବି. (ରୁକ୍ଷ+ ଭାବ. ଯ) — ନିଷ୍ଠୁରତା — Cruelty (Apte)