ରୋଡ଼୍ସେସ୍ ରିଭେଲ୍ୟୁଏସନ୍ Roḍ-ses ribhelyuesan

  • ବୈଦେ. ବି (ଇଂ. ରୋଡ଼୍ସେସ୍ ରିଭାଲ୍ୟୁଏସନ୍) — ଥରେ ରୋଡ଼୍ସେସ୍ ନିର୍ଦ୍ଧାରିତ ହେବାର ନିର୍ଦ୍ଦିଷ୍ଟ ମିଆଦ ଅତୀତ ହେବା ପରେ ଆଉ ଥରେ ଜମିର ମୂଲ୍ୟ ଓ ଆୟର ପରିମାଣ ତନଖି କରି ପୂର୍ବ ନିର୍ଦ୍ଧାରିତ ପଥକରର ପରିମାଣକୁ ସଂଶୋଧନ କରିବାର କ୍ରିୟା; ରୋଡ଼୍- ସେସ୍ର ସାନି ବନ୍ଦୋବସ୍ତ — Roadcess Revaluation