ରୋହେଲା Rohelā

  • ଦେ. ବି — ଭାରତର ଉତ୍ତର—ପଶ୍ଚିମ ପ୍ରଦେଶବାସୀ ମୁସଲମାନ୍ ଜାତିବିଶେଷ — Name of a tribe of Mahomedans in N. W. India; the Rohillas
  • ଦେ. ବି — [ଦ୍ର— ଏ ତ ରାଜପୁତ ରୋହିଲା ମୁଗଲ ବଘେଲ ଚୁହାଣ ପଠାଣ ଗଡ଼କୁ ବୋଲି ପଶି ଝାସିଯିବେ ଯେ ଜଳି ଲଂଘିବେ କେହି ପୁଣ। ବ୍ରଜନାଥ, ସମରତରଙ୍ଗ।]
  • ଦେ. ବି — [ଦ୍ର— ଏମାନେ ପୂର୍ବେ ଦସ୍ୟୁବୃତ୍ତି ବା ଠଗବୃତ୍ତି କରୁଥିଲେ। ଏମାନଙ୍କ ସଙ୍ଗେ ଇଂରେଜମାନଙ୍କର ଅଷ୍ଟାଦଶ ଶତାବ୍ଦୀରେ ଯୁଦ୍ଧ ହୋଇଥିଲା ଓ ଏମାନେ ତହିଁରେ ପରାସ୍ତ ହୋଇଥିଲେ।]