ରୋହେଲା ଖଣ୍ଡ Rohelākhaṇḍa

  • ଦେ. ବି — ଭାରତର ଅଯୋଧ୍ୟାର ଉତ୍ତର— ପଶ୍ଚିମସ୍ଥ ଅଞ୍ଚଳ ବିଶେଷ — Name of a tract of country in N. W India; Rohilkhand
  • ଦେ. ବି — [ଦ୍ର—ଏହି ଅଞ୍ଚଳରେ ରୋହିଲା— ମାନେ ବାସ କରନ୍ତି।]