ରୋହିତ୍ Rohit
- ସଂ. ବି—(ରୁହ୍ ଧାତୁ+ଇତ୍) — (ପୁଂ.) ରୋହିତ ମତ୍ସ୍ୟ— (ଦେଖ) — Rohita matsya (See)
- ସଂ. ବି—(ରୁହ୍ ଧାତୁ+ଇତ୍) — ସୂର୍ଯ୍ୟ — The sun
- ସଂ. ବି—(ରୁହ୍ ଧାତୁ+ଇତ୍) — (ବୈଦିକ) (ସ୍ତ୍ରୀ) ନାଲି ଘୋଡ଼ୀ — Red mare (Apte)
- ସଂ. ବି—(ରୁହ୍ ଧାତୁ+ଇତ୍) — (ବୈଦିକ) (ସ୍ତ୍ରୀ) ନାଲି ମୃଗୀ — A red doe (M. W)
- ସଂ. ବି—(ରୁହ୍ ଧାତୁ+ଇତ୍) — ଋତୁମତୀ ସ୍ତ୍ରୀ — A woman in her mense (M. W.)
- ସଂ. ବି—(ରୁହ୍ ଧାତୁ+ଇତ୍) — ଆଙ୍ଗୁଠି — The fingers (M. W.)
- ସଂ. ବିଣ — ନାଲି — Red (M. W.)