ରୋହିତାଶ୍ୱ Rohitāṡwa

  • ସଂ. ବି — (ବହୁବ୍ରୀହି; ରୋହିତ=ରୋହିତ ଅଟେ ଅଶ୍ୱ ଯାହାର)
  • ସଂ. ବି — ଅଗ୍ନି — Fire
  • ସଂ. ବି — ରାଜା ହରିଶ୍ଚନ୍ଦ୍ରଙ୍କ ପୁତ୍ର — Name of the son of Rājā Harischandra
  • ସଂ. ବିଣ. ପୁଂ. — ଯାହାର ନାଲିଆ ଘୋଡ଼ା ଥାଏ — Having a red horse