ରୋଷୁଅ ଘର Roshua ghara

  • ଦେ. ବି (ସଂ. ରସବତୀ) — ରୋଷଘର; ପାକଶାଳା — kitchen
  • ଦେ. ବି (ସଂ. ରସବତୀ) — [ଉ—ଅଙ୍ଗେ ରୋଷୁଅ ଘର ପ୍ରତି, ୟେଠାରେ ଲକ୍ଷ୍ମୀ ଅଧିପତି। ଯଶୋବନ୍ତ, ପ୍ରେମଭକ୍ତିଗୀତା।]