ରୋଷାନ୍ଧ Roshāndha

  • ସଂ. ବିଣ. ପୁଂ. ( 3 ୟା ତତ୍) — କ୍ରୋଧାନ୍ଧ; କ୍ରୋଧ ହେତୁ ହିତାହିତ ଜ୍ଞାନଶୂନ୍ଯ — Devoid of calm consideration through fury of rage; maddened or blinded with rage