ରୋଷାଇବା Roshāibā
- ଦେ. କ୍ରି—(ସଂ. ରୋଷି ଧାତୁ) — ରଗାଇବା; କୌଣସି ବ୍ଯକ୍ତିକୁ ରାଗାନ୍ୱିତ କରାଇବା — To enrage a person
- ଦେ. କ୍ରି—(ସଂ. ରୋଷି ଧାତୁ) — (ସଂ. ରୁଷ୍ ଧାତୁ) ରାଗ କରିବା; କ୍ରୋଧ କରିବା; ରାଗାନ୍ୱିତ ହେବା; ରାଗିବା — To be angry; to be enraged
- ଦେ. କ୍ରି—(ସଂ. ରୋଷି ଧାତୁ) — (ଉ— ଉତ୍ତରରେ ଦୁଇଟି କରକୁ ରୋଷାଇଁ, ବିନ୍ଧିଲେ ପୁଣି ଶର ଶରାସନେ ଥୋଇ। କୃଷ୍ଣସିଂହ, ମହାଭାରତ, ବିରାଟ।)