ରୋଷାଇ ବାସ Roshāi bāsa
- ଦେ. ବି (ସହଚର) (ସଂ. ରସିତ= ପାକକୃତ +ବଶ୍ ଧାତୁ=ପରିବେଷଣ; କିମ୍ବା ରସ+ବାସ= ସୁବାସିତ କରିବା) — ରନ୍ଧାବଢ଼ା — Cooking operation
- ଦେ. ବି (ସହଚର) (ସଂ. ରସିତ= ପାକକୃତ +ବଶ୍ ଧାତୁ=ପରିବେଷଣ; କିମ୍ବା ରସ+ବାସ= ସୁବାସିତ କରିବା) — (ଯଥା—ରାନ୍ଧିବା, ମସଲା ପାଣି ଦେଇ କିମ୍ବା ବଘାରି ବ୍ୟଞ୍ଜନ ଆଦିକୁ ସୁବାସିତ କରିବା, ରନ୍ଧା ହୋଇଥିବା ଖାଦ୍ୟ ଖାଦକମାନଙ୍କୁ ପରିବେଷଣ କରିବା ଇତ୍ୟାଦି।)
- ଦେ. ବି (ସହଚର) (ସଂ. ରସିତ= ପାକକୃତ +ବଶ୍ ଧାତୁ=ପରିବେଷଣ; କିମ୍ବା ରସ+ବାସ= ସୁବାସିତ କରିବା) — (ଉ— କୁବେର ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇବାସ କରେ। ଫକୀର- ମୋହନ, ଗଳ୍ପସ୍ୱଳ୍ପ।)