ରୋଷନାଇ Roshanāi

  • ବୈଦେ. ବି (ଫା. ରୋଷନାଇ) — ପ୍ରଦୀପ; ଆଲୋକ — Light; lamp
  • ବୈଦେ. ବି (ଫା. ରୋଷନାଇ) — ଆଲୋକ ଉତ୍ସବ; ଉତ୍ସବାର୍ଥ ସଜ୍ଜିତ ଆଲୋକମାଳା — Rows of light arranged on festive occasions
  • ବୈଦେ. ବି (ଫା. ରୋଷନାଇ) — ରୋଷଣି; ଆଲୋକମାଳା— ସମନ୍ୱିତ ଶୋଭାଯାତ୍ରା — A ceremonial procession accompanied with rows of light; a display of lights in a procession; a brilliantly lit pageant
  • ବୈଦେ. ବି (ଫା. ରୋଷନାଇ) — [ଉ—ନାଟ ତାମସା ଓ ରୋଷନାଇ ଆଦି ଯାହା କିଛି କରିବାକୁ ହେବ, ସେଟା ଆପଣ ସଜିଲ କରି ନେବେ। ଭିକାରୀଚରଣ, ରତ୍ନମାଳୀ।]