ରୋଷଣ Roshaṇa
- ସଂ. ବିଣ. ପୁଂ. (ରୁଷ୍ ଧାତୁ=ରାଗିବା+କର୍ତ୍ତୃ,. ଅନ) — କ୍ରୋଧଶୀଳ; କ୍ରୋଧୀ; ରାଗୀ; କୋପନସ୍ୱଭାବ — Irritable; passionate; irascible
- ସଂ. ବି — ପାରଦ; ପାରା — Quicksilver; mercury
- ସଂ. ବି — କଷଟି ପଥର — Touchstone
- ସଂ. ବି — ଊଷର ଭୂମି — A desert soil containing salt (Apte)