ରୋଷଣି Roshaṇi
- ବୈଦେ. ବି (ଫା. ରୋଷନ୍; ଊର୍ଦ୍ଦୁ; ରୋଷନାଇ= ଆଲୋକ) — ବହୁ ଆଲୋକ ସଜ୍ଜିତ ଓ ଆଡ଼ମ୍ବରଯୁକ୍ତ ଶୋଭାଯାତ୍ରା (ଏହା ରାତ୍ରିରେ ବାହାରେ) — A grand procession for the purpose of display accompanied with brilliant lights, fireworks etc; pageant
- ବୈଦେ. ବି (ଫା. ରୋଷନ୍; ଊର୍ଦ୍ଦୁ; ରୋଷନାଇ= ଆଲୋକ) — [ଉ— କଲିକତାକୁ ବରଯାତ୍ରୀ କିଏ ଯିବେ, କି କି ରୋଷଣି କେତେ ତୟାର ହେବ, ପଚାରିଥିଲି। ଫକୀରମୋହନ, ଗଳ୍ପସ୍ୱଳ୍ପ।]
- ବୈଦେ. ବି (ଫା. ରୋଷନ୍; ଊର୍ଦ୍ଦୁ; ରୋଷନାଇ= ଆଲୋକ) — ରୁଷାଣି 4 (ଦେଖ) — ରୁଷାଣି4(ଦେଖ)—. Rushāṇi. 4. (See)
- ବୈଦେ. ବି (ଫା. ରୋଷନ୍; ଊର୍ଦ୍ଦୁ; ରୋଷନାଇ= ଆଲୋକ) — ରୁଷାଣି 5 (ଦେଖ) — ରୁଷାଣି5(ଦେଖ)—. Rushāṇi 5 (See)