ରୋଷ କଷାୟ ନେତ୍ର Rosha kashāya netra

  • ସଂ. ବି—(କର୍ମଧା) — ରାଗଯୋଗୁ ଆରକ୍ତ ହୋଇଥିବା ଚକ୍ଷୁ — Eyes reddened with anger or rage
  • ସଂ. ବିଣ. ପୁଂ. (ବହୁବ୍ରୀହି) — ରାଗଯୋଗୁ ଯାହାର ଆଖି ନାଲି ହୋଇଅଛି — With eyes reddened with rage