ରୋଲ୍ ନମ୍ବର Rol Number

  • ବୈଦେ. ବି (ଇଂ. ରୋଲ୍ ନମ୍ବର୍) — ସ୍କୁଲରେ ବା ଶ୍ରେଣୀରେ ଥିବା ସମୁଦାୟ ଛାତ୍ରଙ୍କ ସଂଖ୍ୟା — Roll number or the total number of students in a school or class
  • ବୈଦେ. ବି (ଇଂ. ରୋଲ୍ ନମ୍ବର୍) — ହାଜିରା ବହିର କ୍ରମ ଅନୁସାରେ ପ୍ରତ୍ୟେକ ଛାତ୍ରର ଯଥାକ୍ରମ ସଂଖ୍ୟା — Respective number of every student in the attendance register or roll