ରୋରୁଦା Rorudā

  • ସଂ. ବି (ରୁଦ୍ ଧାତୁ ଯଙ୍ ଲୁଗନ୍ତ=ରୋରୁଦ୍ ଧାତୁ+ଭାବ. ଅ. ଆ) — ଅତ୍ୟନ୍ତ କାନ୍ଦଣା; ବାହୁନା — Violent or excessive weeping (Apte)