ରୋମଶ Romaṡa

  • ସଂ. ବିଣ. ପୁଂ.—(ରୋମନ୍+ଅଛି ଅର୍ଥରେ ଶ) — ବିଶେଷ ଲୋମଯୁକ୍ତ; ରୋମ ବିଶିଷ୍ଟ; ରୁମା — Furry; hairy; wooly
  • ସଂ. ବିଣ. ପୁଂ.—(ରୋମନ୍+ଅଛି ଅର୍ଥରେ ଶ) — ଲୋମବହୁଳ — Shaggy
  • ସଂ. ବି — ମେଷ; ମେଣ୍ଢା — Sheep
  • ସଂ. ବି — ଶୂକର; ଘୁଷୁରି — Hog
  • ସଂ. ବି — ଦଗ୍ଧା ବୃକ୍ଷ; ନିଦଗ୍ଧିକା — Name of a medicinal plant