ରୋମ ହର୍ଷିତ Roma harshita

  • ସଂ. ବିଣ. ପୁଂ. (ରୋମହର୍ଷ+ସଂଜାତାର୍ଥେ ଇତ) — ହୃଷ୍ଟରୋମା; ଯାହାର ରୋମାଞ୍ଚ ହୋଇଅଛି — Thrilled with joy or terror