ରୋମ ହର୍ଷକ Roma harshaka

  • ସଂ. ବିଣ. (ରୋମ+ହୃଷ୍ ଧାତୁ+କର୍ତ୍ତୃ. ଅକ) — ଯାହା ରୋମାଞ୍ଚ ଜାତ କରାଏ — Making the hairs of the body bristle or stand on end; thrilling
  • ସଂ. ବିଣ. (ରୋମ+ହୃଷ୍ ଧାତୁ+କର୍ତ୍ତୃ. ଅକ) — ଅତି ଭୀତିଜନକ — Horrible; terrific
  • ସଂ. ବିଣ. (ରୋମ+ହୃଷ୍ ଧାତୁ+କର୍ତ୍ତୃ. ଅକ) — ଅତି— ଅଦ୍ଭୁତ — -. Astonishing
  • ସଂ. ବିଣ. (ରୋମ+ହୃଷ୍ ଧାତୁ+କର୍ତ୍ତୃ. ଅକ) — ଅତି ଭକ୍ତିଜନକ — Producing paroxysm of devotion