ରୋମ ନୁଚିବା ବେଳ Roma nuchibā beḻa

  • ଦେ. ବି — ମୁହଁସନ୍ଧ୍ୟା; ଯେଉଁ ସମୟରେ ଅନ୍ଧାର ଯୋଗୁଁ ମନୁଷ୍ୟ ଶରୀରର ଲୋମ ଦେଖା ପଡ଼େ ନାହିଁ — Dusk (literally, the time when the hair of the body is not visible.)