ରୋମ ଉପାଡ଼ିବା Roma upāṟḍ̠ibā

  • ଦେ. କ୍ରି—(ସଂ. ରୋମନ୍+ଉତ୍ପାଟନ) — ଶରୀରରୁ ଲୋମ ଉତ୍ପାଟନ କରିବା — To uproot the hairs of the body
  • ଦେ. କ୍ରି—(ସଂ. ରୋମନ୍+ଉତ୍ପାଟନ) — (ଲକ୍ଷଣାର୍ଥ) ଦେହରୁ ଲୋମ ଉତ୍ପାଟନ କଲେ କଷ୍ଟ ହୁଏ ବୋଲି)—କଷ୍ଟ ଦେବା — (figurative) To torment
  • ଦେ. କ୍ରି—(ସଂ. ରୋମନ୍+ଉତ୍ପାଟନ) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିର ଅନିଷ୍ଟ କରିବା — (figurative) To injure a person