ରୋପୟିତା Ropayitā

  • ସଂ. ବିଣ. ପୁଂ. (ରୋପିଧାତୁ+କର୍ତ୍ତୃ. ତୃ) — ଯେ ରୋପଣ କରେ; ରୋପଣକାରୀ (ରୋପଣର ଭିନ୍ନ ଭିନ୍ନ ଅର୍ଥ ଦେଖ) — Transplanting; sowing; erecting; healing;
  • ସଂ. ବି. ପୁଂ. — ରୁଆଇବା ବ୍ଯକ୍ତି — A planter (M. W.)