ରୋପିବା Ropibā

  • ଦେ. କ୍ରି — (ସଂ. ରୁହ୍ ଧାତୁ ଣିଚ୍; ରୋପି ଧାତୁ)— ରୋପଣ କରିବା [ଦେଖ] — Ropaṇa karibā (See)
  • ଦେ. କ୍ରି — [ଉ— ଭୃଗୁର ଦାଢ଼ି ପୁଣି ରୋପ, ପୂଷାର ଦନ୍ତ ପାଟି ଥାପ। ଜଗନ୍ନାଥ, ଭାଗବତ।]