ରୋପାଇବା Ropāibā

  • ଦେ. କ୍ରି (ସଂ. ରୋପି ଧାତୁ) — ରୋପିବା କ୍ରିୟାର ଣିଜନ୍ତ ରୂପ — To cause to be planted
  • ଦେ. କ୍ରି (ସଂ. ରୋପି ଧାତୁ) — [ଉ—ଚନ୍ଦ୍ରମା, ପ୍ରେମ—ପାଦପ ରୋପାଇବି। ଭଞ୍ଜ, ପ୍ରେମସୁଧାନିଧି।] 2 । ରୁଆଇବା —2. To couse to be transplanted. — [ଉ—ଚନ୍ଦ୍ରମା, ପ୍ରେମ—ପାଦପ ରୋପାଇବି ଭଞ୍ଜ, ପ୍ରେମସୁଧାନିଧି]2 ରୁଆଇବା—2. To couse to be transplanted
  • ଦେ. କ୍ରି (ସଂ. ରୋପି ଧାତୁ) — ରୁଆଇବା — To couse to be transplanted