ରୋଦି ଉଠିବା Rodi uṭhibā

  • ଦେ. କ୍ରି — ହଠାତ୍ ବଡ଼ ପାଟି କରି କାନ୍ଦିବା — To cry loudly all on a sudden
  • ଦେ. କ୍ରି — [ଉ—ଶୋକଭରେ ଉଚ୍ଚସ୍ୱରେ ରୋଦି ଉଠିଲା। ପ୍ରାଚୀ. ନଳଚରିତ।]