ରୋଦସ୍କନ୍ଦରକୁହର Rodaskandarakuhara

  • ସଂ. ବି (ରୋଦସ୍=ଆକାଶ ଓ ପୃଥିବୀ+ କନ୍ଦର+କୁହର) — ଆକାଶ ଓ ପୃଥିବୀ ମଧ୍ୟରେ ଥିବା ଶୂନ୍ଯସ୍ଥାନ — The void or hollow between heaven and earth (M.W.)