ରୋଦନ୍ତି Rodanti

  • ଦେ. କ୍ରି (ପ୍ରାଚୀନ ପଦ୍ଯ) (ସଂ. ରୁଦ୍ ଧାତୁର ବର୍ତ୍ତମାନ କାଳ 3 ୟ ପୁରୁଷ ବହୁବଚନରୂପ) — (ସେମାନେ) ରୋଦନ କରନ୍ତି। — (They) Weep; do weep; are weeping
  • ଦେ. କ୍ରି (ପ୍ରାଚୀନ ପଦ୍ଯ) (ସଂ. ରୁଦ୍ ଧାତୁର ବର୍ତ୍ତମାନ କାଳ 3 ୟ ପୁରୁଷ ବହୁବଚନରୂପ) — [ଉ—ପରିଜନମାନେ ବେଢ଼ି, ରୋଦନ୍ତି ଭୂମିରେ ପଡ଼ି। ପ୍ରତାପ. ଶଶିସେଣା।]