ରୋଦନ ସମ୍ବଳ Rodana sambaḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; ରୋଦନ ଅଟେ ସମ୍ବଳ ଯାହାର) — କାନ୍ଦିବାହିଁ ଯାହାର ପ୍ରଧାନ ସହାୟ — One who has the only alternative of crying to attain his or her wish