ରୋଡ୍ସେସ୍ ଡିପାର୍ଟମେଣ୍ଟ Rodses diparṭmeṇṭ

  • ବୈଦେ. ବି (ଇଂ. ରୋଡ଼ସେସ୍ ଡିପାର୍ଟମେଣ୍ଟ୍) — ରୋଡ଼ସେସ୍ ସମ୍ବନ୍ଧୀୟ ବିଷୟମାନ ତନଖି କରିବା ପାଇଁ ଭାରପ୍ରାପ୍ତ ଗଭର୍ଣ୍ଣମେଣ୍ଟଙ୍କର ଶାସନ ବିଭାଗ — Roadcess Department of Government