ରୋଡ୍ସେସ୍ ଡିପାଟ୍ମେଣ୍ଟ Rodses dipaṭmeṇṭ

  • ବୈଦେ. ବି (ଇଂ. ରୋଡ଼ସେସ୍ ଡିପାର୍ଟମେଣ୍ଟ୍) — ରୋଡ଼ସେସ୍ ସମ୍ବନ୍ଧୀୟ ବିଷୟମାନ ତନଖି କରିବା ପାଇଁ ଭାରପ୍ରାପ୍ତ ଗଭର୍ଣ୍ଣମେଣ୍ଟଙ୍କର ଶାସନ ବିଭାଗ — Roadcess Department of Government