ରୋଟ ସରୁ Roṭa saru

  • ଦେ. ବିଣ. (ବିପରୀତ ସହଚର) — ମୋଟା ଓ ପାତଳା (ବସ୍ତୁମାନ) — Thick and thin; coarse and fine (things)
  • ଦେ. ବିଣ. (ବିପରୀତ ସହଚର) — [ଦ୍ର—ସାଆନ୍ତଙ୍କ ଉଆସରେ ଚାକିରି କରି ରୋଟ ସରୁ ବାରିଲେ ଦଣ୍ଡେ ନିର୍ଭା ହୋଇ ପାରିବ ନାହିଁ।]