ରୋଜ୍ନାମାଚା Rojnāmāchā

  • ବୈଦେ. ବି—[ଫା. ରୋଜ୍ନାମ୍ଚା] — ଦୈନିକ ଜମା ଖରଚ ହିସାବ ବହି — A day book; a daily account book; a tradesman's journal
  • ବୈଦେ. ବି—[ଫା. ରୋଜ୍ନାମ୍ଚା] — ଡାଇରି; କୌଣସି ବ୍ଯକ୍ତିଙ୍କର ଦୈନିକ କାର୍ଯ୍ୟାବଳୀ ଲିପିବଦ୍ଧ ହେବାର ପୁସ୍ତକ — A diary; journal