ରୋଜା ଧରିବା Rojā dharibā

  • ଦେ. କ୍ରି — (ମୁସଲମାନ୍ମାନେ) ରୋଜା ଉପବାସ ଅବଲମ୍ବନ କରିବା — To observe the Rojā fast
  • ଦେ. କ୍ରି — [ଦ୍ର— ଧର୍ମଶାସ୍ତ୍ର ଅନୁସାରେ ନିତାନ୍ତ ଶିଶୁ, ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ଯକ୍ତିଙ୍କ ଛଡ଼ା ଅନ୍ଯ ସମସ୍ତ ମୁସଲମାନ୍ମାନେ ପ୍ରାଣପଣତେ ରୋଜା ପାଳିବାକୁ ଧର୍ମତଃ ବାଧ୍ୟ ଅଟନ୍ତି।]