ରୋଗଚର୍ଯ୍ୟା Rogacharj̄yā

  • ସଂ. ବି ( 6 ଷ୍ଠୀ ତତ୍) — ରୋଗକୁ ଆରୋଗ୍ୟ କରିବାପାଇଁ ଅବଲମ୍ବିତ ନାନା ଉପାୟ (ଯଥା—ଔଷଧ ପ୍ରୟୋଗ, ପଥ୍ୟ ଜଗିବା ଆଦି) — Treatment of disease