ରୋଗ ହାରୀ Roga hārī

  • ସଂ. ବି (ଉପପଦ ସମାସ; ରୋଗ+ହୃ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ରୋଗଘ୍ନ (ଦେଖ) — Rogaghna (See)
  • ସଂ. ବି. ପୁଂ. — ଚିକିତ୍ସକ — Physician