ରୋଗ ରାଜ Rogarāja

  • ସଂ. ବି ( 7 ମୀ ତତ୍; ରୋଗ+ରାଜନ୍; ରୋଗମାନଙ୍କ ମଧ୍ୟରେ ରାଜା ବା ପ୍ରଧାନ) — ରାଜଯକ୍ଷ୍ମା; କ୍ଷୟ ରୋଗ — Consumption; pthysis