ରୋକଡ଼ ବାକି Rokaṟḍ̠a bāki

  • ଦେ. ବି — ରୋକଡ଼ରେ ଲେଖା ଥିବା ଦୈନିକ ଜମାଖରଚ ମୋଟ କରାଯାଇ ଶେଷରେ 'କୈଫିୟତ୍' ଲେଖାଯାଇ ଉଦବୃତ୍ତସ୍ୱରୂପ ଗଡ଼ା ଯାଇ- ଥିବା ତହବିଲ — Daily cash balance struck at the foot of a cash book