ରୋକଡ଼ ଜମାଖରଚ Rokaṟḍ̠a jamākharacha

  • ଦେ. ବି — ଯେଉଁ ବହିରେ ପ୍ରତିଦିନର ସମୁଦାୟ ନଗଦ ଆୟ ଓ ନଗଦ ବ୍ଯୟ ମୋଟ କରାଯାଇ ଆୟରୁ ବ୍ଯୟ ବାଦ୍ ଦିଆଯାଇ ଉଦ୍ବୃତ୍ତ ଧନର ପରିମାଣ ବା ତହବିଲବାକି ଉଲ୍ଲେଖ ହୁଏ — An account in which daily receipts and daily expenses are totalled up and the cash balance is struck; ledger
  • ଦେ. ବି — ରୋକଡ଼ରେ ଲେଖାଥିବା ଜମା ଖରଚ ହିସାବ — Entries in a ledger
  • ଦେ. ବି — [ଦ୍ର—ରୋକଡ଼ ବହିରେ ଜମା ଖରଚ ଲେଖିବାର ଗୋଟିଏ ସ୍ଥୂଳ ଉଦାହରଣ। ଯଥା—