ରୋକଡ଼ କାଟିବା Rokaṟḍ̠a kāṭibā

  • ଦେ. କ୍ରି — ପ୍ରତିଦିନର ଜମାରୁ ଖରଚ କାଟି ଉଦ୍ବୃତ୍ତ ତହବିଲକୁ 'କୈଫିୟତ୍' ସ୍ତମ୍ଭରେ ଜମାଖରଚର ଶେଷରେ ଲେଖିବା — To strike out the daily cash balance
  • ଦେ. କ୍ରି — [ଦ୍ର—ଏକ ଦିନର ରୋକଡ଼ରେ ଗଡ଼ା ହୋଇଥିବା ରୋକଡ଼ବାକିକୁ ପର ଦିନର ଜମାଘରେ ପ୍ରଥମେ ଲେଖିବାକୁ ହୁଏ।]