ରୋକ୍ଠୋକ୍ ଜବାବ ଦେବା Rok-ṭhok jabāba debā

  • ଦେ. କ୍ରି — କୌଣସି ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେବା — To give a prompt or ready reply
  • ଦେ. କ୍ରି — ଅପ୍ରିୟ ସତ୍ୟ ହେଲେହେଁ କୌଣସି କଥାକୁ ନିର୍ଭୟରେ ମୁହେଁ ମୁହେଁ କହିଦେବା — To tell an unplesant truth to one's face