ରୋକ୍ଠୋକ୍ ଛିଣ୍ଡେଇ ଦେବା Rokṭhok chhiṇḍei debā

  • ଦେ. କ୍ରି — କୌଣସି ବିଷୟକୁ ସଙ୍ଗେ ସଙ୍ଗେ ମୀମାଂସା କରିବା — To settle a matter promptly or on the spot
  • ଦେ. କ୍ରି — କୌଣସି ପ୍ରାପ୍ୟକୁ ନଗଦ ଦେଇଦେବା — To pay up any due promptly or in cash