ରୋକ୍ ଶୋଧ୍ କରିବା Rok ṡodh karibā
- ଦେ. କ୍ରି — ମୀମାଂସା କରିବା — To finally settle a matter
- ଦେ. କ୍ରି — ନିଷ୍କୃତି ଦେବା — To grant release
- ଦେ. କ୍ରି — ଯିବାକୁ ଅନୁମତି ଦେବା — To permit a person to depart
- ଦେ. କ୍ରି — କୌଣସି ଦାୟିତ୍ୱରୁ ଛାଡ଼ ଦେବା — To exempt a person from any responsibility
- ଦେ. କ୍ରି — (ଋଣ ବା ଦେଣା ବା ପ୍ରାପ୍ୟ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ, ଯଥା, ମୁଁ ଅମୁକର ଦେଣାକୁ ରୋକ୍ଶତ୍ କରି ଦେଲିଣି)—ଦେଣାକୁ ବିବାକ୍ ପରିଶୋଧ କରିବା — To clear off or liquidate a debt or liability
- ଦେ. କ୍ରି — [ଦ୍ର—ଏହିପରି ପାଇବା, ହେବା, ଦେବା, ନେବା, ମିଳିବା ଆଦି କ୍ରିୟା ସଙ୍ଗେ 'ରୋକ୍ ଶତ୍' ଶବ୍ଦ ଯୁକ୍ତ ହୋଇ ବିଭିନ୍ନାର୍ଥ ପ୍ରକାଶ କରିଥାଏ।]