ରୋକ୍ ଶୁଦି Rok ṡudi

  • ବୈଦେ. ବି.—(ଫା. ରୁଖ୍ସତ୍; ତୁଳ ସଂ. ରୋକ) — ଶେଷ ମୀମାଂସା ବା ନିଷ୍ପତ୍ତି — Final settlement or disposal
  • ବୈଦେ. ବି.—(ଫା. ରୁଖ୍ସତ୍; ତୁଳ ସଂ. ରୋକ) — ନିଷ୍କୃତି — Exemption
  • ବୈଦେ. ବି.—(ଫା. ରୁଖ୍ସତ୍; ତୁଳ ସଂ. ରୋକ) — ବିଦାୟ — Farewell